ଗଜପତି ଜିଲ୍ଲା କଂଗ୍ରେସର ନୂତନ ସଭାପତି ପଦ ପାଇଁ ଚାଲିଛି ମାନସ ମନ୍ଥନ । କାହା ଉପରେ ଭରସା କରିବେ ପିସିସି ସଭାପତି ? ଦୁଇ ଦିନ ମଧ୍ୟରେ ହେବ ନିଷ୍ପତ୍ତି ।