୨୦୨୫ ଜାନୁଆରୀ ୧ ରୁ୨୦୨୬ ଫେବ୍ରୁଆରୀ ୨୮ ମଧ୍ୟରେ ଓଡ଼ିଶା ପୋଲିସ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ବଡ଼ ସଫଳତା ହାସଲ କରିଛି । ସୂଚନା ଦେଲେ ଡିଜିପି ୱାଇ ବି ଖୁରାନିଆ ।