ବାଲେଶ୍ୱର ନନ୍ଦୋର ଗାଁର ଗଣେଶ ଓ ନିରୂପମାଙ୍କ ପୁଅ ପ୍ରତୀକ ମାତ୍ର ୧୦ ବର୍ଷ ବୟସରେ ୩୦୦ରୁ ଉର୍ଦ୍ଧ୍ଵ ମଞ୍ଚରେ ପ୍ରତିଭା ଦେଖାଇଲେଣି । <br />ସ୍ପେଶାଲ ରିପୋର୍ଟ: ଜୀବନଜ୍ୟୋତି ନାୟକ