ଦୁହୁରିଆ ଛକଠାରେ ତ୍ରୁଟିପୂର୍ଣ୍ଣ ପୋଲ ନିର୍ମାଣକୁ ନେଇ ବଢୁଛି ଅସନ୍ତୋଷ; ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ
2026-03-22 2 Dailymotion
ଦୁହୁରିଆ ଛକଠାରେ ତ୍ରୁଟିପୂର୍ଣ୍ଣ ପୋଲ ନିର୍ମାଣ ଏବେ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ସଂକୀର୍ଣ୍ଣ ପୋଲ କି ସମସ୍ୟା ହେଉଛି ପଢନ୍ତୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ ।