Surprise Me!

Jayanti Behera: ଟ୍ରାକ୍‌କୁ ଫେରିଲେ ଓଡ଼ିଶାର 'ସୁନା ଝିଅ'; ବାହାଘର ପରେ ବି ଜୟନ୍ତୀଙ୍କ ଜୟଯାତ୍ରା ଜାରି

2026-03-23 6 Dailymotion

Para Athlete Jayanti Behera: ଶାରୀରିକ ଅକ୍ଷମତା କେବେ ବି ସଫଳତା ଆଗରେ ପ୍ରତିବନ୍ଧକ ହୋଇପାରେନା, ଏହାକୁ ପୁଣିଥରେ ପ୍ରମାଣ କରି ଦେଖାଇଛନ୍ତି ଅନ୍ତର୍ଜାତିୟ ପାରା ଆଥଲେଟ୍ ଜୟନ୍ତୀ ବେହେରା। ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ

Buy Now on CodeCanyon