ଚୈତ୍ର ମାସ ମା' ମଙ୍ଗଳାଙ୍କ ଚଇତି ଘଟ ପୂଜା, ପରମ୍ପରାକୁ ଉଜ୍ଜୀବିତ କରି ରଖିଛନ୍ତି ସୁରେଶ
2026-03-23 5 Dailymotion
ଚୈତ୍ରରେ ଭକ୍ତମାନେ ମା' ମଙ୍ଗଳାଙ୍କ ଚଇତି ଘଟ ଧରି ଗାଁ ଗାଁ ବୁଲିଥାନ୍ତି । ଲୋପ ପାଇବାକୁ ବସିଥିବା ଏହି ପରମ୍ପରାକୁ ଉଜ୍ଜୀବିତ କରି ରଖିଛନ୍ତି ସୁରେଶ ।<br />ରିପୋର୍ଟ: ଗୋବିନ୍ଦ ଚନ୍ଦ୍ର ପଣ୍ଡା