ବିଧାନସଭାରେ ଅଭିନବ ପ୍ରତିବାଦ; କଳା ଟି-ସାର୍ଟରେ 'ଦୁର୍ବଳ ମୁଖ୍ୟମନ୍ତ୍ରୀ- ଶକ୍ତିଶାଳୀ ସ୍ୱାସ୍ଥ୍ୟମନ୍ତ୍ରୀ' ଲେଖି ଗୃହକୁ ଆସିଲେ ବିରୋଧୀ
2026-03-25 3 Dailymotion
ଗୃହ ଆରମ୍ଭ ହେବା କ୍ଷଣି କଳା ଟି - ସାର୍ଟ ପିନ୍ଧି ଗୃହକୁ ପ୍ରବେଶ କରିଥିଲେ ବିରୋଧୀ ଦଳ ବିଧାୟକ । ପଢନ୍ତୁ, ଭବାନୀ ଶଙ୍କର ଦାସଙ୍କ ରିପୋର୍ଟ ।