Surprise Me!

ମଣ୍ଡି ସମସ୍ୟାଠୁ ନେଇ ଚାଷୀଙ୍କୁ କ୍ଷତିପୂରଣ: କଂଗ୍ରେସର ମାଲକାନଗିରି ବନ୍ଦ, ଯୋଗାଯୋଗ ବାଧାପ୍ରାପ୍ତ

2026-03-25 2 Dailymotion

କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ମାଲାକାନଗିରିରେ ଯୋଗାଯୋଗ ବାଧାପ୍ରାପ୍ତ । ଦୋକାନ ବଜାର ବନ୍ଦ । ଜିଲ୍ଲା କଂଗ୍ରେସ କହିଲା ପୂର୍ବରୁ ସମସ୍ୟା ଜଣାଇଥିଲୁ ସମାଧାନ ହେଲାନି ।

Buy Now on CodeCanyon