ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; 5 ବର୍ଷ ପରେ ମିଳିଲା ନ୍ୟାୟ, 7 ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
2026-03-27 2 Dailymotion
ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ବିଚାରପତି 23 ଜଣ ସାକ୍ଷୀଙ୍କ ବୟାନ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଆଧାରରେ 7 ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ରିପୋର୍ଟ: ବାଦଶାହ ଜୁସ୍ମନ ରଣା