ଆଜି ପବିତ୍ର ରାମ ନବମୀ । ଆଜିଠାରୁ ଆରମ୍ଭ ହୋଇଛି ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ପ୍ରକ୍ରିୟା । ରିପୋର୍ଟ-ନାରାୟଣ ସାହୁ