IPL ରେ ଓଡି଼ଶା ଖେଳାଳିଙ୍କୁ କରାଯାଉଛି ଅଣଦେଖା, ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ଖେଳାଳି ବିପ୍ଳବ ସାମନ୍ତରାୟ
2026-03-29 10 Dailymotion
IPL ରେ ଓଡି଼ଶା ଖେଳାଳିଙ୍କୁ କରାଯାଉଛି କି ଅଣଦେଖା। ଏହାକୁ ନେଇ ଆମ କଟକ ପ୍ରତିନିଧି ନାରାୟଣ ସାହୁ ପୂର୍ବତନ ଆଇପିଏଲ ଖେଳାଳି ବିପ୍ଳବ ସାମନ୍ତରାୟଙ୍କ କରିଛନ୍ତି ସ୍ୱତନ୍ତ୍ର ଆଲୋଚନା। ଦେଖନ୍ତୁ ଏହି ରିପୋର୍ଟ।