ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡ଼ିଯାଇ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ । ଉଭୟଙ୍କ ପରିଚୟ ମିଳିପାରିନାହିଁ । ତଦନ୍ତ କରୁଛି ପୋଲିସ ।