Surprise Me!

ବନ୍ଦ ହୋଇଗଲା ଧାନ ମଣ୍ଡି, ସମ୍ବଲପୁରରେ ବିକ୍ରି ନହୋଇ ପଡି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ

2026-04-01 1 Dailymotion

ମାନେଶ୍ଵର ବ୍ଲକର ତବଲା ଧାନ ମଣ୍ଡିରେ ପ୍ରାୟ 4000 ପ୍ୟାକେଟ ଧାନ ବସ୍ତା ପଡି ରହିଥିବା ଦେଖିବାକୁ ମିଳିଛି l ଫଳରେ ଚାଷୀ ଅସନ୍ତୋଷ ଦେଖା ଦେଇଛି ।<br />ରିପୋର୍ଟ-ବାଦଶାହ ଜୁସ୍ମନ କୁମାର ରଣା

Buy Now on CodeCanyon