'ପୁରୀ ପୋଲିସ ସହାୟକ- WhatsApp Chatbot' ସେବାର ଶୁଭାରମ୍ଭ: ନାଗରିକ ସେବାକୁ ଆହୁରି ଦ୍ରୁତ, ଲୋକମୁଖୀ କରିବାକୁ ପ୍ରୟାସ
2026-04-02 0 Dailymotion
କେବଳ WhatsApp ମାଧ୍ୟମରେ ଏହି ସେବା ମିଳିବ । QR Code ସ୍କାନକରି କିମ୍ବା +୯୧-୮୭୬୩୧୯୯୪୦୦ ନମ୍ବରକୁ “Hi” ମେସେଜ୍ ପଠାଇ ଏହି ସେବାରେ ସଂଯୁକ୍ତ ହୋଇପାରିବେ । ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର