ବୋମା ଧମକ ଆସିବା ପରେ ଘଟଣା ସ୍ଥଳରେ ସମ୍ବଲପୁର ପୋଲିସ ଓ ବମ ସ୍କ୍ୱାଡ ପହଞ୍ଚି କଡାକଡି ଭାବରେ କୋର୍ଟ ପରିସରକୁ ଯାଞ୍ଚ କରିଛନ୍ତି l ରିପୋର୍ଟ: ବାଦଶାହ ଜୁସ୍ମନ ରଣା