ଅଣ୍ଡା ଉତ୍ପାଦକଙ୍କୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଝଟ୍କା: ରପ୍ତାନୀ ବନ୍ଦ, ଖସୁଛି ଦର, ଚିନ୍ତାରେ ବ୍ୟବସାୟୀ
2026-04-02 0 Dailymotion
ପଶ୍ଚିମ ଏସିଆ ଯୁଦ୍ଧ ପ୍ରଭାବରେ ଉପସାଗରୀୟ ଦେଶ ଗୁଡ଼ିକୁ ଅଣ୍ଡା ରପ୍ତାନୀକୁ ବନ୍ଦ ହୋଇଛି । ଯୋଗାଣ ଅଧିକ ହେବା ଫଳରେ ମୂଲ୍ୟରେ ଯଥେଷ୍ଟ ହ୍ରାସ ଘଟିଛି । ସ୍ପେଶାଲ ରିପୋର୍ଟ:ସମୀର କୁମାର ଆଚାର୍ଯ୍ୟ