ସେନାରେ ସେବା, ବ୍ରହ୍ମପୁରରେ ପ୍ରଶିକ୍ଷକ: ଅଟୋ ଷ୍ଟଣ୍ଟ କରି ରେକର୍ଡ କଲେ ଅବସରପ୍ରାପ୍ତ ହାବିଲଦାର ସୀମାଞ୍ଚଳ
2026-04-03 375 Dailymotion
ହେଡଷ୍ଟାଣ୍ଡ ପୋଜ୍ରେ ଦୁଇଟି ଅଟୋକୁ ୧୯ ସେକେଣ୍ଡରେ ଟାଣି ନୂତନ ରେକର୍ଡ ସୃଷ୍ଟି କଲେ ଅବସରପ୍ରାପ୍ତ ସେନାର ହାବିଲଦାର ସୀମାଞ୍ଚଳ ବାରିକ । ସ୍ପେଶାଲ ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ