ପରଦାରେ ଓଡ଼ିଆ ଫିଲ୍ମ 'ପୂୟୋଦକମ୍', ମାତୃଶକ୍ତିର ଅନନ୍ୟ କାହାଣୀ ଦେଖିବେ ଦର୍ଶକ
2026-04-04 2 Dailymotion
'ପାପର ନିଶ୍ଚିତ ଦଣ୍ଡ ଅଛି' ଗରୁଡ ପୁରାଣର ଏହି ଶାସ୍ତ୍ରୀୟ ଅର୍ଥକୁ ନେଇ ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ 'ପୂୟୋଦକମ୍' । ପ୍ରଯୋଜକ ସହ ମୁଖ୍ୟ ଚରିତ୍ରରେ ନହର ଆସିଛନ୍ତି ଗୁନଗୁନ।