Surprise Me!

ସ୍କୁଲ ପ୍ରବେଶ କଲେ କୁନି କୁନି ପିଲା... ପିଲାଙ୍କ ହାତଧରି ମା’ ବାପା’ ଲେଖାଇଲେ ମୁଖ୍ୟମନ୍ତ୍ରୀ

2026-04-04 2 Dailymotion

ଶିଶୁବାଟିକାରେ ମିଶିବ ଅଙ୍ଗନବାଡ଼ି । ପର୍ଯ୍ୟାୟକ୍ରମେ ଅଙ୍ଗନବାଡ଼ି ମିଶିବ । ପ୍ରାଥମିକ ଶିକ୍ଷାକୁ ଦୃଢ଼ କରିବାକୁ ପ୍ରତି ଗାଁରେ ମଡେଲ୍ ସ୍କୁଲ୍ ହେବ ବୋଲି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । <br />ରିପୋର୍ଟ-ବିକାଶ କୁମାର ଦାସ

Buy Now on CodeCanyon