Surprise Me!

ସାରା ଜୀବନର ସଞ୍ଚିତ ଅର୍ଥରେ ଗାଁର ଜଳକଷ୍ଟ ଦୂର କଲେ ମାଗୁଣି ସାର, ଅବସର ଦିନକୁ କଲେ ସ୍ମରଣୀୟ

2026-04-04 8 Dailymotion

ମାଗୁଣି ସାର ପ୍ରମାଣ କରିଛନ୍ତି, ଶିକ୍ଷକ କେବେ ଅବସର ନିଅନ୍ତି ନାହିଁ, କେବଳ କର୍ମକ୍ଷେତ୍ର ବଦଳାନ୍ତି। ଆଜି ପାଟସୁନ୍ଦରପୁରର ପ୍ରତିଟି ଶୋଷିଲା କଣ୍ଠ ତାଙ୍କୁ କୃତଜ୍ଞତା ଜଣାଉଛି।<br />ରିପୋର୍ଟ-ବିରଞ୍ଜନ ମଲ୍ଲିକ

Buy Now on CodeCanyon