ଚୌଦ୍ଵାର ଜେଲ୍ରୁ ଫେରାର ପରେ ମହୀଶୁରରେ ଡକାୟତି, ରାଜା ସାହାଣୀକୁ ଜେରା ପାଇଁ କଟକରେ କର୍ଣ୍ଣାଟକ ପୋଲିସ
2026-04-06 2 Dailymotion
ରାଜା ସାହାଣୀକୁ 7 ଦିନିଆ ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସ ଆବେଦନ କରିବ ବୋଲି କଟକ ଡିସିପି ରିଷିକେଶ ଧ୍ୟାନଦେଓ ଖିଲାରୀ କହିଛନ୍ତି । ରିପୋର୍ଟ: ନାରାୟଣ ସାହୁ