ସିଜିମାଳିରେ ରାସ୍ତା ନିର୍ମାଣକୁ ନେଇ ଉତ୍ତେଜନା: ଲୋକଙ୍କ ପଥରମାଡ଼ରେ 50ରୁ ଅଧିକ ପୋଲିସ ଆହତ
2026-04-07 0 Dailymotion
ରାୟଗଡା ସିଜିମାଳିରେ ଖଣି ଖନନ ପାଇଁ ସରକାର ଏକ ଘରୋଇ କମ୍ପାନୀକୁ ଅନୁମତି ମିଳିଥିବା ବେଳେ, ଏହାକୁ ନେଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । BNS 163 ଧାରା ଜାରି,ରିପୋର୍ଟ: ରଞ୍ଜନ କୁମାର ରଥ