ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇଁ ଗଞ୍ଜାମ ଜିଲ୍ଲାରେ 50ଟି ଗୋବର ଗ୍ୟାସ୍ ପ୍ଲାଣ୍ଟ ପୁନଃ କାର୍ଯ୍ୟକ୍ଷମ ହୋଇଛି । ଏହି ପ୍ଲାଣ୍ଟ୍ ମରାମତି ଏବଂ ନୂତନ ନିର୍ମାଣ ପାଇଁ ବଢୁଛି ଆଗ୍ରହ।ରିପୋର୍ଟ–ସମୀର କୁମାର ଆଚାର୍ଯ୍ୟ