୮ରୁ ୧୧ ତାରିଖ ଯାଏଁ ରତ୍ନ ଭଣ୍ଡାର ଗଣତି । ପୁନର୍ବାର ୧୩ ତାରିଖରେ ଆଉ ଗୋଟିଏ ପର୍ଯ୍ୟାୟରେ ଗଣତି । ଚଳିତ ମାସରେ ୧୦ରୁ ୧୨ ଦିନ ଧରି ପ୍ରକ୍ରିୟା ରହିବ ।