ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ମାଟି ଶଙ୍ଖ; ପରିଚୟ ସହ ଦେଇଛି ରୋଜଗାର
2026-04-09 22 Dailymotion
ବାଲେଶ୍ୱର ଜିଲ୍ଲା ବାବନ୍ଧ ଅଞ୍ଚଳର ମହିଳା ମାନେ ମାଟିରେ ଶଙ୍ଖ ତିଆରି କରି ସ୍ବାବଲମ୍ବୀ ହୋଇଛନ୍ତି । ଏହାକୁ ବିଭିନ୍ନ ମେଳା ମହୋତ୍ସବରେ ବିକ୍ରି କରୁଛନ୍ତି । ସ୍ପେଶାଲ ରିପୋର୍ଟ: ଜୀବନଜ୍ୟୋତି ନାୟକ