ବାପା ରଚିଥିଲା ଷଡଯନ୍ତ୍ର; ମା କୋଳରୁ 4 ମାସର ଶିଶୁପୁତ୍ର ଚୋରାଇ ଥାନାରେ ଅଭିଯୋଗ କଲା, ଶେଷରେ ଧରା ପଡିଲା
2026-04-09 13 Dailymotion
ଘଟଣା ଦିନ ପ୍ରଶାନ୍ତ ତାଙ୍କ ପ୍ରଥମ ପତ୍ନୀଙ୍କୁ ନିରାକାରପୁର ଷ୍ଟେସନ ଡାକିଥିଲେ ଓ ବିଳମ୍ବିତ ରାତିରେ ତାଙ୍କୁ ଶିଶୁପୁତ୍ରଙ୍କୁ ହସ୍ତାନ୍ତର କରିଥିଲେ । <br />ରିପୋର୍ଟ-ଗୋବିନ୍ଦ ଚନ୍ଦ୍ର ପଣ୍ଡା