ମାନସିକ ଚାପରୁ ଚରମ ନିଷ୍ପତ୍ତି ! ପରୀକ୍ଷା ଫଳ ବାହାରିବା ପୂର୍ବରୁ ଜୀବନ ହାରିଲେ ଛାତ୍ରୀ
2026-04-12 110 Dailymotion
ଘରେ ବାପା ମା ନଥିବା ସମୟରେ ଛାତ୍ରୀ ଜଣକ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ରିପୋର୍ଟ: ହରିହର ପଟ୍ଟନାୟକ