ମୟୂରଭଞ୍ଜର ପ୍ରସିଦ୍ଧ 'ଚୈତ୍ର ପର୍ବ-୨୦୨୬' ଉଦଘାଟିତ, ଛଉ ନୃତ୍ୟ ଦେଖି ବିଭୋର ଦେଲେ ଦର୍ଶକ
2026-04-13 65 Dailymotion
ବିଶ୍ୱ ପ୍ରସିଦ୍ଧ ଚୈତ୍ର ପର୍ବ-୨୦୨୬ର ଉଦଘାଟନୀରେ ସାଂସ୍କୃତିକ ମଞ୍ଚରେ ବିଭିନ୍ନ ଗ୍ରାମୀଣ ଛଉ ନୃତ୍ୟ ପ୍ରତିଷ୍ଠାନ ଦଳ ଗୁଡିକ ଦ୍ୱାରା ଆକର୍ଷଣୀୟ ଛଉ ନୃତ୍ୟ ପରିବେଷଣ କରାଯାଇଛି । ରିପୋର୍ଟ: ସଞ୍ଜୟ ପରିଡ଼ା