Exclusive: ଆଖି ସାମ୍ନାରେ କ୍ଷେପଣାସ୍ତ୍ର ମାଡ଼,ଏସି ପାଣିକୁ ସଞ୍ଚୟ କରି ବ୍ୟବହାର କରୁଥିଲୁ.. ଅଙ୍ଗେନିଭା କାହାଣୀ ବଖାଣିଲେ ଓଡ଼ିଆ ନାବିକ
2026-04-13 8 Dailymotion
ହୋର୍ମୁଜ୍ ପ୍ରଣାଳୀରେ 36 ଦିନର ଅଗ୍ନିପରୀକ୍ଷା ପରେ ଭାରତ ଫେରି ଆକ୍ରମଣ ବିଷୟରେ ବର୍ଣ୍ଣନା କଲେ ଓଡ଼ିଆ ନାବିକ ଅଶୋକ ଦୀକ୍ଷିତ । ରିପୋର୍ଟ: ନାରାୟଣ ସାହୁ