ଛତିଶଗଡ଼ ବେଦାନ୍ତ ପାୱାର ପ୍ଲାଣ୍ଟରେ ବଡ଼ ଅଘଟଣ; ଫାଟିଲା ବଏଲର, 3 ଶ୍ରମିକ ମୃତ ଅନେକ ଗୁରୁତର
2026-04-14 19 Dailymotion
ଆଜି ଛତିଶଗଡ଼ ଶକ୍ତି ଜିଲ୍ଲାରେ ଥିବା ବେଦାନ୍ତ ପାୱାର ପ୍ଲାଣ୍ଟରେ ବଏଲର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ରହିଛନ୍ତି ।