ସିଂହାପୁର ଯାତ୍ରା: ବର୍ଷେ ପରେ ପାଣିରୁ ବାହାରିଲେ ନାରାୟଣ ଗୋସେଇଁ, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ
2026-04-14 7 Dailymotion
ବର୍ଷ ତମାମ୍ ଏହି ପୋଖରୀ ଜଳରେ ଗୋପନରେ ଶୟନରତ ଥିବା ଭଗବାନ ନାରାୟଣ ଗୋସେଇଁ ପଣାସଂକ୍ରାନ୍ତୀ ଠାରୁ ମାତ୍ର ୩ ଦିନ ପାଇଁ ପାଣିରୁ ବାହାରି ମନ୍ଦିରରେ ଅବସ୍ଥାନ କରନ୍ତି। <br />ରିପୋର୍ଟ-ଜ୍ଞାନ ରଞ୍ଜନ ଓଝା