ଏଣିକି ସ୍ଲଟ ବୁକିଂ କରି ଜଗା ଦର୍ଶନ କରିବେ ଭକ୍ତ; ନାଟ ମଣ୍ଡପ ହେବ ଶୀତତାପ ନିୟନ୍ତ୍ରିତ
2026-04-15 4 Dailymotion
ମହାପ୍ରଭୁଙ୍କ ଦର୍ଶନ ଚାଲିଥିବା ବେଳେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଯେଉଁମାନେ ଚାହିଁବେ ସେମାନେ ଦର୍ଶନ କରିବା ପାଇଁ ସ୍ଲଟ ବୁକିଂ ଯୋଜନା ହେଉଛି । <br />ରିପୋର୍ଟ-ଭବାନୀ ଶଙ୍କର ଦାସ/ଶକ୍ତି ପ୍ରସାଦ ମିଶ୍ର