Surprise Me!

ନିର୍ବାଚନ ପରେ ପୁରୀ ଗସ୍ତରେ ହିମନ୍ତ ବିଶ୍ୱଶର୍ମା; ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ, ମହାପ୍ରସାଦ ସେବନ କଲେ

2026-04-15 4 Dailymotion

ପବନ ଖେରାଙ୍କ ପ୍ରସଙ୍ଗକୁ ଏଡାଇ ହିମନ୍ତ ବିଶ୍ୱଶର୍ମା କହିଲେ, ମହାପ୍ରଭୁଙ୍କ ସ୍ଥାନରେ ରାଜନୀତି ଆଲୋଚନା କରିବେ ନାହିଁ । ଏ ସମ୍ପର୍କରେ ବିମାନବନ୍ଦରରେ କହିଛନ୍ତି।<br />ରିପୋର୍ଟ-ଶକ୍ତି ପ୍ରସାଦ ମିଶ୍ର

Buy Now on CodeCanyon