'ସଂସଦରେ ଆସନ ବୃଦ୍ଧି ହେଲେ ଗଣତନ୍ତ୍ର ସୁଦୃଢ଼ ହେବ, ଭାରତ ବିକଶିତ ଭାରତ ହେବ, ଓଡ଼ିଶା ବି ସମୃଦ୍ଧ ଓଡ଼ିଶା ହେବ'- ମୁଖ୍ୟମନ୍ତ୍ରୀ
2026-04-15 1 Dailymotion
ଓଡ଼ିଶା ରାଜ୍ୟ ଆୟୋଗ ପକ୍ଷରୁ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ । କୋଟି କୋଟି ମହିଳାଙ୍କ ଏହା ହେଉଛି ସ୍ବପ୍ନର ଉଡ଼ାଣ । ରିପୋର୍ଟ- ମନୋରଞ୍ଜନ ସଙ୍ଖୁଆ ।