Explainer: ଭିଜିଲାନ୍ସ ଜବତ କରୁଥିବା ସମ୍ପତ୍ତି କଣ ହୁଏ ? ଅଭିଯୁକ୍ତର ଅଧିକାରକୁ ନେଇ କଣ କୁହେ ଆଇନ ?
2026-04-16 70 Dailymotion
ଭିଜିଲାନ୍ସ ମାମଲା ଚାଲିବା ବେଳେ ଘରେ ରହିପାରିବେ କିନ୍ତୁ ବିକ୍ରି କରିପାରିବେ ନାହିଁ । ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଲାଗି ରାଜ୍ୟରେ ୨ ପ୍ରାଧିକୃତ ଅଧିକାରୀ ଅଛନ୍ତି । ରିପୋର୍ଟ: ସତ୍ୟଜିତ ରାଉତ