ବାଲେଶ୍ଵରରେ ବାଂଲାଦେଶୀ ଯୁବତୀ ଅଟକ, ଫେକ୍ ଆଧାରକାର୍ଡ ସାଙ୍ଗକୁ ରହିଛି ଅନୈତିକ କାର୍ଯ୍ୟରେ ସମ୍ପୃକ୍ତି
2026-04-16 9 Dailymotion
ଯୁବତୀ ଚାଲାଣ ଓ ଲଭ୍ ଜିହାଦ ସନ୍ଦେହରେ ତାଙ୍କୁ ଅଟକ ରଖାଯାଇଛି । ବିଭିନ୍ନ ସମୟରେ ବିଭିନ୍ନ ନାମରେ ସେ ବାଲେଶ୍ୱରରେ ରହୁଥିବା ଜଣାପଡ଼ିଛି । ରିପୋର୍ଟ- ଜୀବନ ଜ୍ୟୋତି ନାୟକ ।