Surprise Me!

ହିତାଧିକାରୀଙ୍କ ବିଶ୍ବାସରେ ବିଷ ! ଆକାଉଣ୍ଟ ପରିବର୍ତ୍ତେ ନିଜ ପକେଟରେ ପୋଷ୍ଟମାଷ୍ଟର ଭରୁଥିଲେ ଟଙ୍କା, କ୍ଷତିଗ୍ରସ୍ତଙ୍କୁ ଖୁବ୍‌ଶୀଘ୍ର ମିଳିବ ଅର୍ଥରାଶି

2026-04-16 27 Dailymotion

ପୋଷ୍ଟମାଷ୍ଟରଙ୍କୁ ଭରସା କରି କିଛି ସଞ୍ଚୟକାରୀ ବିନା ରସିଦରେ ହାତଲେଖା ଚିଠା ନେଇ ଫେରିଯାଆନ୍ତି । ଆକାଉଣ୍ଟରେ ଟଙ୍କା ନ ମିଳିବା ପରେ ଘଟଣା ସାମ୍ନାକୁ ଆସିଥିଲା । ରିପୋର୍ଟ: ସତ୍ୟ ନାରାୟଣ ପାଣି

Buy Now on CodeCanyon