ଭଲିବଲ ଖେଳରୁ ଯୁକ୍ତିତର୍କ ପରେ ନାବାଳକଙ୍କୁ ମରଣାନ୍ତକ ଆକ୍ରମଣ । ନାବାଳକକୁ ହାଣିଲା ଆଉ ଜଣେ ନାବାଳକ । ଆଳି ପୋଲିସ ଦ୍ବାରା ଦୁଇ ଅଟକ।