ଓଡିଆ କନିଆଁ ଓ ବେଙ୍ଗାଲୁରୁ ବରଙ୍କ ନିଆରା ବିବାହ; ରକ୍ତଦାନ, ପରିବେଶ ସୁରକ୍ଷା ବାର୍ତ୍ତା ସହ ପଡିଲା ହାତଗଣ୍ଠି
2026-04-19 1 Dailymotion
ରାଜଧାନୀରେ ଜିରୋ ବଜେଟ୍ ବିବାହ । ଲକ୍ଷ ଲକ୍ଷ ଟଙ୍କା ନୁହେଁ ସମ୍ପୂର୍ଣ୍ଣ ମାଗଣାରେ ବିବାହ । ପରିବେଶ ସୁରକ୍ଷା ପାଇଁ ପ୍ରତିଜ୍ଞା ନେଲେ ନବ ଦମ୍ପତି । ରିପୋର୍ଟ- ବିକାଶ କୁମାର ଦାସ