ଆଧ୍ୟାତ୍ମିକ ନଗରୀ ପୁରୀରେ ବୃଦ୍ଧି ପାଉଛି ନିଶା କାରବାର; କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ସହରବାସୀ
2026-04-20 1 Dailymotion
୨୦୨୪-୨୫ରେ ଆଧ୍ୟାତ୍ମିକ ନଗରୀ ପୁରୀରୁ ୭୮.୭ କେଜି ଗଞ୍ଜେଇ, ୬କେଜି ୩୮୧ ଗ୍ରାମ ବ୍ରାଉନସୁଗାର, ୩୨ ଲିଟର କଫ ସିରପ ଜବତ ହୋଇଛି। <br />ରିପୋର୍ଟ-ଶକ୍ତି ପ୍ରସାଦ ମିଶ୍ର