ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରୟାସ; ନୂଆ ଟ୍ୟାଗ୍ ଲାଇନ 'ଥିଙ୍କ୍ ଇଣ୍ଡିଆ ଥିଙ୍କ୍ ଓଡ଼ିଶା' ଉନ୍ମୋଚନ
2026-04-22 2 Dailymotion
ଓଡ଼ିଶା ପର୍ଯ୍ୟଟନକୁ ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ଆଗାମୀ ଡିସେମ୍ବର ୧୩ରେ ହେବ ଓଏମସି ପୁରୀ କୋଷ୍ଟାଲ ମାରାଥନ ୨୦୨୬ । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର