Surprise Me!

ମେମିନ ବସିଛି, ଟ୍ୟାପ୍ ଲାଗିଛି.. ବାହରୁନି ଥଣ୍ତା ପାଣି; କେନ୍ଦ୍ରାପଡା ସହରରେ ଅଧିକାଂଶ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ

2026-04-23 0 Dailymotion

କେନ୍ଦ୍ରାପଡ଼ା ସଦରରେ ପଥଚାରୀଙ୍କ ସୁବିଧା ପାଇଁ ସବୁ ୱାର୍ଡମାନଙ୍କରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ  ଅକାମୀ ହୋଇ ପଡିଛି । ଉପଯୁକ୍ତ ତଦାରଖ ଅଭାବରୁ ଏପରି ଅବ୍ୟବସ୍ଥା ଦେଖାଦେଇଛି । <br /> ରିପୋର୍ଟ-ରାଧାକାନ୍ତ ମହାନ୍ତି

Buy Now on CodeCanyon