ଦିନେ ଖଦିନିକେତନ ଦେଖାହେଲେ ବିଜୁ ପଟ୍ଟନାୟକ । କଥାବାର୍ତ୍ତା ପରେ ଗିରିଧାରୀ ତାଙ୍କ ପୋଷାକ ସିଲେଇ କରିବାର ସୁଯୋଗ ପାଇଥିଲେ । ତା ପରଠାରୁ ବଦଳିଗଲା ପରିଚୟ । <br />ସ୍ୱତନ୍ତ୍ର ରିପୋର୍ଟ-ବିକାଶ କୁମାର ଦାସ