Surprise Me!

ଶିକ୍ଷାନୁଷ୍ଠାନ ଗୁଡିକରେ ସୁରକ୍ଷାକୁ ପ୍ରାଥମିକତା; କ୍ୟାମ୍ପସ୍‌ରେ ରହିବନି ଆଉ ଅନ୍ଧାରୁଆ ସ୍ଥାନ, ବଢ଼ିବ ସୁରକ୍ଷା ବ୍ୟବସ୍ଥା

2026-04-24 0 Dailymotion

ରାଜ୍ୟର ସମସ୍ତ କଲେଜ କ୍ୟାମ୍ପସ ଗୁଡ଼ିକରେ ପାଳନ ହେବ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ନିୟମ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ମାର୍ଗଦର୍ଶିକା । ରିପୋର୍ଟ- ବିକାଶ କୁମାର ଦାସ

Buy Now on CodeCanyon