କେରଳମ ଯାଉଥିବା ବସ୍ ବାଲେଶ୍ବରରେ ଦୁର୍ଘଟଣାଗ୍ରସ୍ତ, ଡିଭାଇଡର୍ରେ ପିଟି ହୋଇ ଓଲଟି ପଡିଲା
2026-04-24 10 Dailymotion
୫୧ ଜଣ ଶ୍ରମିକଙ୍କୁ ନେଇ ବସ୍ଟି କେରଳମର ପେରମ୍ବୁରକୁ ଯାତ୍ରା କରୁଥିଲା । ବସ୍ ଡ୍ରାଇଭର ଶୋଇଥିବା ବେଳେ ହେଲ୍ପର ଗାଡ଼ି ଚଲାଉଥିବାର ଅଭିଯୋଗ ଆସିଛି । ରିପୋର୍ଟ: ଜୀବନ ଜ୍ୟୋତି ନାୟକ