ସମ୍ବଲପୁରରେ ବଡ଼ ଶିଳ୍ପ ଭିତ୍ତିଭୂମିର ଶୁଭାରମ୍ଭ; ଓଡ଼ିଶାରେ ଜାପାନର ସର୍ବବୃହତ ନିବେଶ, JSW ଓ JFE ମଧ୍ୟରେ ବୁଝାମଣା
2026-04-24 1 Dailymotion
ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ । JSW ଓ ଜାପାନର JFE ସହାଭାଗିତାରେ ଅନୁଷ୍ଠିତ ଜଏଣ୍ଟ ଭେଂଚର କାର୍ଯ୍ୟକ୍ରମରେ ହେଲେ ସାମିଲ l ରିପୋର୍ଟ- ବାଦଶାହା ଜୁସ୍ମନ ରଣା