ଜମି ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ତିନି ଦିନିଆ ପୋଲିସ ରିମାଣ୍ଡରେ ପାଞ୍ଚ ଅଭିଯୁକ୍ତ
2026-04-25 2 Dailymotion
ଘଟଣାର ଅଧିକ ଖୋଳତାଡ଼ କରିବା ପାଇଁ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ତିନି ଦିନିଆ ରିମାଣ୍ଡରେ ନେଇଛି ଗୋପାଳପୁର ପୋଲିସ । ରିପୋର୍ଟ- ସମୀର କୁମାର ଆଚାର୍ଯ୍ୟ