କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟରେ ସାଂଘାତିକ ତଥ୍ୟ, ଜହର ପାଲଟିଛି ପୁରୀ ପଞ୍ଚତୀର୍ଥ ପୁଷ୍କରିଣୀ ଜଳ !
2026-04-26 6 Dailymotion
ପୁରୀ ପଞ୍ଚତୀର୍ଥ ପୁଷ୍କରିଣୀର ଜଳ ସମ୍ପୂର୍ଣ୍ଣ ପ୍ରଦୂଷିତ, ଗାଧୋଇବା ପାଇଁ ଜଳ ସମ୍ପୂର୍ଣ୍ଣ ଅନୁପଯୁକ୍ତ, ଉଦ୍ବେଗ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ । ରିପୋର୍ଟ: ଶକ୍ତିପ୍ରସାଦ ମିଶ୍ର