ଦୁର୍ବଳ ଭିତ୍ତିଭୂମି ନିରବଚ୍ଛିନ୍ନ ବିଦ୍ୟୁତ ସରବରାହରେ ବାଧକ; ସଂସ୍କାର ପାଇଁ ଆବଶ୍ୟକ ୧୦ ହଜାର କୋଟି
2026-04-26 9 Dailymotion
ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଗଠନକୁ ୩୦ ବର୍ଷ ପୁରିବାକୁ ଯାଉଛି । ହେଲେ ବିଦ୍ୟୁତ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କୌଣସି ଅଧିନିୟମ ଲାଗୁ ହୋଇନି ।<br />ରିପୋର୍ଟ-ସଞ୍ଜୀବ କୁମାର ରାୟ