ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ; ବାଚସ୍ପତିଙ୍କୁ ଭେଟିଲା ବିଜେଡି, 8 ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବି
2026-04-27 3 Dailymotion
ସମ୍ବିଧାନର ଆର୍ଟିକିଲ 191 ଦଶମ ଅନୁଚ୍ଛେଦ ଅଧାରରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ବିଧାୟକ । ରିପୋର୍ଟ: ଭବାନୀ ଶଙ୍କର ଦାସ